ଟିକା ଉପରେ ଆଖି: ଅକ୍ଟୋବର କିମ୍ବା ନଭେମ୍ବରରେ ଆସିବ ଅକ୍ସଫୋର୍ଡ଼ ଟିକା

ରାଜ୍ୟରେ ଉପଲବ୍ଧ କରାଇବାକୁ ସେରମ୍‌ କମ୍ପାନିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧ଲକ୍ଷ ପାର୍‌ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ୨୯ ହଜାର ୬୮୫ଜଣ ଚିକିତ୍ସାଧୀନ ଥିବା ବେଳେ ୪୮୨ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ ବିଶେଷଜ୍ଞଙ୍କ ଆକଳନ, ନିକଟ ଭବିଷ୍ୟତରେ ରାଜ୍ୟରେ କରୋନାର ପ୍ରକୋପ କମିବାର କୌଣସି ଆଶା ଦେଖାଯାଉନାହିଁ। ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବ। ଏପରି ସ୍ଥିତି‌ରେ ସମସ୍ତଙ୍କର ନଜର କରୋନା … Continue reading ଟିକା ଉପରେ ଆଖି: ଅକ୍ଟୋବର କିମ୍ବା ନଭେମ୍ବରରେ ଆସିବ ଅକ୍ସଫୋର୍ଡ଼ ଟିକା